ଭାବିବା ଯଦିଓ ଥରେ,
ପଚସଢା ସବୁ ଦୁର୍ଗନ୍ଧକୁ ନେଇ
ରୋଗ ପଶନ୍ତାନି ଘରେ,,।।
ଆମେ ଯଦି ଆମ ପରିବେଶଟିକୁ
ନ ରଖିବା ନିରିମଳ,
ପ୍ରଦୁଷଣ ହେବ ବାୟୁ ଓ ମୃତ୍ତିକା
ତା ସଙ୍ଗେ ପାନୀୟ ଜଳ,,।।
ନିଶ୍ବାସରେ ଆମ ବିଷାକ୍ତର ଗ୍ୟାସ
କରିବା ସର୍ବେ ଗ୍ରହଣ,
ଦୂଷିତ ଜଳକୁ ପାନକରି ଅାହା
କରିବା ମୃତ୍ୟୁ ବରଣ,,।।
ଏମ୍.ତେନ୍ତୁଳିଆ, ପୋଲସରା, ଗଞ୍ଜାମ
