ଥିରି ଥିରି କରି ଝଡି ଦେଇ ଚାଲି ଗଲା,
ଟିକି ଚଢେଇ ଟେ ସେ ଅବୁଝା ତା ଭାଷା,
କେବେ କେଉଁଠି ବସା ବାନ୍ଧିବ,
ବାସ ଏତିକି ଖୁସି ସେ ଉଡିବା ଶିଖିଗଲା ।।

ଯେବେ ପଞ୍ଜୁରୀ ରୁ ଖୋଲି ଉଡିବା ଶିଖେଇଲି,
ପର କରିବନି ମୋତେ ବୋଲି ଭାବିମୁଁ
ମୋ ଜୀବନ ର କାହାଣୀ ର ନାୟିକା କରିଥିଲି,
ଏତେ ସ୍ୱାର୍ଥ ପର ଏ ସମୟ ର ମାୟା ଜାଣିନଥିଲି ।।

ସ୍ନେହ ଆଉ ମମତା କୁ ଏକତ୍ରିତ କରି,
ମୁଁ ତା ପ୍ରେମ ରେ କବଳିତ ହେଇଥିଲି,
ଯେବେ ନୂଆ ଡେଣା ଆସି ଗଲା ଲାଖି ,
ବୁଝିଲାନି ଏ ମନ କଥା ଉଡ଼ିଗଲା ଏକା କରି ।।




ରାୟଗଡ଼ା, ଗୁଣପୁର