ବଣମଲ୍ଲୀର ମହକ ସାହିତ୍ୟ ଅନୁଷ୍ଠାନ ସମସ୍ତ ଲେଖକ/ଲେଖିକାମାନଙ୍କୁ ଉତ୍କଳ ଦିବସ ୨୦୧୮ ଉପଲକ୍ଷେ ହେବାକୁ ଯାଉଥିବା ‘ପ୍ରବନ୍ଧ ଏବଂ ଗଳ୍ପ ପ୍ରତିଯୋଗିତାପାଇଁ ସ୍ଵରଚିତ, ଅପ୍ରକାଶିତ ଲେଖା ଆହ୍ଵାନ କରୁଛି । ଏହି ପ୍ରତିଯୋଗିତା ପାଇଁ ଲେଖକ ଲେଖିକା ମାନେ ନିମ୍ନ ଅବଗତ ନିୟମାବଳୀ ଅନୁସାରେ ନିଜର ଲେଖା ଉପସ୍ଥାପନ ଓ ନିର୍ଦ୍ଧାରିତ ସମୟ ଓ ଠିକଣାରେ ଲେଖା ପଠାଇବାକୁ ଅନୁରୋଧ । ନିୟମାବଳୀ ଡାଉନଲୋଡ କରନ୍ତୁ

 

ନିୟମାବଳୀ:

୧। ‘ପ୍ରବନ୍ଧ’ ବିଷୟବସ୍ତୁ - ଉତ୍କଳ ଦିବସ / ଉତ୍କଳ ପ୍ରସଙ୍ଗ / ଆମ ଭାଷା ଆମ ସାହିତ୍ୟ

  • ଶବ୍ଦ ସଂଖ୍ୟା – ୫୦୦ ରୁ ୧୦୦୦ (ଏକ ରୁ ଦୁଇ ପୃଷ୍ଠା)

  • ଲେଖା ନିଜସ୍ଵ ଏବଂ ଅପ୍ରକାଶିତ ହୋଇଥିବା ଜରୁରୀ


 

୨। ‘ଗଳ୍ପ’ ବିଷୟବସ୍ତୁ – ସ୍ମୃତି (ନିଜସ୍ଵ ପିଲାଦିନର ଅନୁଭୂତି କିମ୍ବା ସ୍ମୃତି)

  • ଶବ୍ଦ ସଂଖ୍ୟା – ୫୦୦ ଶବ୍ଦ / ଏକ ପୃଷ୍ଠା ଭିତରେ

  • ଲେଖା ନିଜସ୍ଵ ଏବଂ ପିଲାଦିନର ଅନୁଭୂତି ହୋଇଥିବା ଜରୁରୀ


 

୩। ଲେଖା ଜାତି, ଧର୍ମ ଏବଂ ସମ୍ପ୍ରଦାୟ ବିରୁଦ୍ଧରେ ନଥିବା କିମ୍ବା ଅନୈତିକ ଚିନ୍ତା/ବିଷୟବସ୍ତୁକୁ ପ୍ରୋତ୍ସାହିତ କରୁନଥିବା ଆବଶ୍ୟକ ।

୪। ନିର୍ବାଚିତ ଲେଖା ଆମ ଇ-ପତ୍ରିକା/ୱେବସାଇଟ https://banamalli.org ରେ ପ୍ରକାଶିତ ହେବ ।

୫। ଲେଖାଗୁଡ଼ିକୁ ଆମ ସମ୍ପାଦକମଣ୍ଡଳୀ ଚୟନ କରିବା ସହ ଅନଲାଇନ ଭୋଟିଂ ଏବଂ କମେଣ୍ଟରୁ ମଧ୍ୟ ସମୀକ୍ଷା କରାଯିବ।

୬। ଲେଖା ସୁନ୍ଦର ଭାବେ ଡ଼ିଟିପି କିମ୍ବା ହସ୍ତଲିଖିତ ହୋଇଥିବା ଆବଶ୍ୟକ ।

୭। ଲେଖା ସହ ନିଜର ଏକ ରଙ୍ଗୀନ ପାସଫୋଟୋ, ସଂପୂର୍ଣ୍ଣ ଠିକଣା (ଫୋନ ନମ୍ବର ସହ) ପଠାଇବାକୁ ଅନୁରୋଧ।

୮। ଇମେଲ ରେ ଲେଖା ପଠାଇବା ଠିକଣା : emagazinebanamalli@gmail.com, naresh.yltp@gmail.com,

୯। ଅନଲାଇନରେ ପୋଷ୍ଟ କରିବା ପାଇଁ କ୍ଲିକ କରନ୍ତୁ - https://banamalli.org/wp-admin/post-new.php

୧୦। ଡାକରେ ଲେଖାପଠାଇବା ପାଇଁ ଯୋଗାଯୋଗ କରନ୍ତୁ :

  • ଲକ୍ଷ୍ମୀନାରାୟଣ ପଟ୍ଟନାୟକ, ମଙ୍ଗଳାଯୋଡ଼ି, ଖୋର୍ଦ୍ଧା, ଓଡ଼ିଶା (୯୪୩୭୧୮୩୯୩୭)

  • ନରେଶ କୁମାର ବେହେରା, ବସୁଧା କମ୍ପୁଟର, ଗୋଇଲୁଣ୍ଡି ମେନ ରୋଡ, ଗୋଇଲୁଣ୍ଡି, ବ୍ରହ୍ମପୁର, ୭୬୦୦୦୪ (୭୮୦୯୮୭୨୪୮୩)

  • ସିଦ୍ଧେଶ୍ଵର ତ୍ରିପାଠୀ, କୁଣ୍ଡିଲୋ, ଖୋର୍ଦ୍ଧା, ଓଡ଼ିଶା (୮୦୧୮୬୪୬୭୦୪)

  • ଗୋପାଳ ଚନ୍ଦ୍ର ସାଓ, ବିକେସିପୁର କଲୋନୀ, ଦେଉଳି, ଚାନ୍ଦୁଆ, ବାରିପଦା, ମୟୂରଭଞ୍ଜ, ଓଡ଼ିଶା (୯୯୩୭୦୪୬୯୯୮)


୧୧। ଲେଖା ଗ୍ରହଣର ଶେଷ ତାରିଖ – ୨୫ ମାର୍ଚ ୨୦୧୮ (ସମୟ ୨୩:୫୯)

୧୨। ପ୍ରତ୍ୟେକ ବିଭାଗରୁ ତିନିଜଣ ଶ୍ରେଷ୍ଠ ଲେଖକ ଚୟନ କରାଯିବ |

 

(ବି.ଦ୍ର : ପ୍ରତିଯୋଗିତାରେ ଉତ୍ତୀର୍ଣ୍ଣ ଲେଖକ/ଲେଖିକାଙ୍କୁ ‘ବଣମଲ୍ଲୀର ମହକତରଫରୁ ପୁରସ୍କାର ରୂପରେ କୌଣସି ରାଶି/ପାରିଶ୍ରମିକ ଘୋଷଣା କରୁନାହିଁ । ପୁରସ୍କାର ରୂପରେ ଆମ୍ଭ ଅନୁଷ୍ଠାନ ଉକ୍ତ ଲେଖକ/ଲେଖିକାଙ୍କୁ ଏକ ମାନପତ୍ର ସହ ତାଙ୍କର ସାହିତ୍ୟିକ ଜୀବନୀର ଏକ ସ୍ଵତନ୍ତ୍ର ସାକ୍ଷାତକାର ଆମ ଇ-ପତ୍ରିକା/ୱେବସାଇଟ https://banamalli.org ରେ ପ୍ରକାଶିତ କରିବାକୁ ପ୍ରୟାସ କରିବୁ ।)

 

ନିବେଦକ

ନରେଶ କୁମାର ବେହେରା
ସମ୍ପାଦକ, ବଣମଲ୍ଲୀର ମହକ
https://banamalli.org/author/nareshbehera
ଯୋଗାଯୋଗ– ୭୮୦୯୮୭୨୪୮୩