ପ୍ରେମିକା ଓ ରାଜନୀତି

0
ମହାଗାଲୁଆ ସନୁ
ରାୟଗଡା, ଗୁଣପୁର
ଇ-ମେଲ: skmahanty98@gmail.com

ପ୍ରେମିକାର ପ୍ରେମ ପୁଣି
ରାଜନୀତି'ର କର୍ମ ସବୁ ଏଠି ସମାନ
ଜମାରୁ ଅଲଗା ନୁହଁନ୍ତି ସବୁ ଆଡେ ସମ୍ମାନ
ପ୍ରେମିକ ପ୍ରେମିକା ବଜାର ବଜାର ବୁଲନ୍ତି,
ନେତା ମାନେ ସହର ବଜାର ରେ ଖାଲି ରଡନ୍ତି,
ନେତା ମାନେ ଡେଲି ଏଠି ମିଛରେ ଗାଧାନ୍ତି,
ପ୍ରେମରେ କି କମ ସବୁ ବେଳେ ମିଛ ଗାଡି ଚଳନ୍ତି,
ହାଲିଆ ହବାର ଚାନ୍ସ ନାହିଁ,
୨୪x୭ ବକର ବକର ହୁଅନ୍ତି,
ନେତା କର୍ମୀ ଆଗେ,
ଆଉ ପ୍ରେମିକ ପ୍ରେମିକା ଫୋନରେ ଚଳନ୍ତି,
ନେତା ଥରେ ହେଲେ ବଢେ ଖାତିରି,
ପ୍ରେମ ଥରେ କଲେ ଲଭ ଗୁରୁର ମିଳେ ଚାକିରୀ,
ପ୍ରେମିକା ଆଉ ନେତା ଏକାପରି,
ନିଜ ପତିଆରା ପାଇଁ ସବୁ ବେଳେ ଆସନ୍ତି ଡେରି କରି ।।

Post a Comment

0Comments
Post a Comment (0)