ଅତି ରୁ ନହେଉ ଇତି

0
ଇଂ. ବିଦ୍ୟାଧର ପଣ୍ଡା, ଏମ୍.ଟେକ୍. (ସିଭିଲ) ଏଲ୍.ଏଲ୍.ବି.
ଖ-୧୭/୧୫, ପଞ୍ଚସଖା ନଗର, ଡ଼ୁମୁଡ଼ୁମା, ଭୁବନେଶ୍ୱର-୧୯
ଜି- ଖୋରଧା, ଓଡ଼ିଶା, ମୋ- ୯୪୩୯୧୨୮୦୫୦

କ୍ୟାବିନେଟ୍ ମନ୍ତ୍ରୀ ଧର୍ମେନ୍ଦ୍ର ହେବାରୁ
ବିଜେପି ଫୁଲାଏ ଛାତି
କିଛି ଦିନ ତଳେ ଦେଶ ଦେଖିଥିଲା
ନବୀନଙ୍କ କରାମତି
ଏକ ନମ୍ବର ମୁଖ୍ୟମନ୍ତ୍ରୀ
ନିରଞନ ବାବୁ ମୁକୁଟ ପିନ୍ଧିଲେ
ଉଠିବ ବେହୋସ ହାତୀ
ସବୁ ଦଳ ଯିବେ ମାତି
ଉଣିସି ବେଳକୁ ରଙ୍ଗ କି ରହିବ ?
ଏବେଠୁଁ ହେଲେ ଏମିତି
ଅତିରୁ ନହେଉ ଇତି

Post a Comment

0Comments
Post a Comment (0)