ଇଂ ଦୀପ୍ତି ରଞ୍ଜନ ପଣ୍ଡା
ଆଇଗିଣିଆ, ଭୁବନେଶ୍ଵର
ଦୂରଭାଷ- ୯୪୩୭୦୮୧୩୩୩
ଡର ନାହିଁ କେବେ କହିବାକୁ ସତ
ଫଳରେ ବିବେକ ହୁଅଇ ମାର୍ଜିତ ।
ସତ୍ୟ ତାକୁ କରେ ସାହାସୀ ନିର୍ଭୟ
ହାଲୁକା ହୁଅଇ ତାହାର ହୃଦୟ ।
ସତ ହେଉଅଛି ସ୍ଵଚ୍ଛ ଦୀର୍ଘସ୍ଥାୟୀ
କେହି ତାକୁ କେବେ ନପାରେ ଘୋଡାଇ ।
ସତ୍ୟ ହୁଏ ଯା'ର ଜୀବନର ବ୍ରତ
ତାହାର ଜୀବନ ସବୁଠୁ ମହତ ।
ସତ ହେଉଅଛି ଗୁଣ ପ୍ରଭୁଙ୍କର
ସେ'ପାଇଁ ସେ'ପାଏ ସବୁଠୁ ଆଦର ।
ସତ ଠାରୁ ବଳି ଏହି ସଂସାରରେ
ବଡ ଧର୍ମ ନାହିଁ କାହା ଜାଣିବାରେ ।
ସତ୍ୟବାଦୀ ଲୋକ ତା'ର ଜୀବନରେ
କେଉଁଠି କେବେବି ସେ ହାରି ନପାରେ ।
ସଂସାରରେ ଯାହା ହୁଏ ଆତଯାତ
ତାହାରି ମୂଳରେ କେବଳ ହିଁ ସତ ।
ସତ'ର ଯୋଗୁ ହିଁ କୌରବ ବିନାଶ
ରାବଣକୁ ରାମ କରିଥିଲେ ହତ ।
ରାଜା ହରିଶ୍ଚନ୍ଦ୍ର ସତ୍ୟ ରକ୍ଷା ପାଇଁ
ଅମର ହୋଇଲେ ଯୁଗ ଯୁଗ ପାଇଁ ।
ପରମ କର୍ତ୍ତବ୍ୟ ଆମ ସଭିଙ୍କର
ସତ କହିବାକୁ କେବେ ବି ନଡର ।
- ମୂଳପୃଷ୍ଠା
- ପୂର୍ବ ପ୍ରକାଶିତ
- _କବିତା
- _କ୍ଷୁଦ୍ରଗଳ୍ପ
- _ପ୍ରବନ୍ଧ
- _ରମ୍ୟ ରଚନା
- _ପୁରାଣ କଥା
- _ଶିଶୁ ସାହିତ୍ୟ
- __ଛବିଟିକୁ ଗୀତଟିଏ
- __ଶିଶୁଗଳ୍ପ
- __ଶିଶୁ କବିତା
- __ପଞ୍ଚତନ୍ତ୍ର କାହାଣୀ
- _ବହିପତ୍ର
- __ବଣମଲ୍ଲୀ ଇ-ବୁକ
- __ପୂର୍ଣ୍ଣଚନ୍ଦ୍ର ଭାଷାକୋଷ
- __କବିତା କଲ୍ଲୋଳିନୀ
- __ଲାବଣ୍ୟବତୀ
- __ବୈଦେହୀଶ ବିଳାସ
- __ରସକଲ୍ଲୋଳ
- __ମନବୋଧ ଚଉତିଶା
- __କିଶୋର ଚନ୍ଦ୍ରାନନ ଚମ୍ପୁ
- __ତପସ୍ଵିନୀ
- __ସାରଳା ମହାଭାରତ
- ୱେବ ରେଡିଓ
- ଇଭେଣ୍ଟ
- ନୂତନ ସଂସ୍କରଣ
- ସାହିତ୍ୟ ସଂସ୍କୃତି ଖବର
0 Comments
You can write now your valuable comments here. Off-topic comments may be removed or deleted without prior notice.