ଲିପା ଦଳାଈ, ହାଇଟେକ ନର୍ସିଙ୍ଗ କଲେଜ, ଭୁବନେଶ୍ଵର
ପହିଲି ଦେଖାର ହୋଇନାହିଁ ଶେଷ
ମନ ହେଲାଣି ସନ୍ଦେହୀ
ମନରେ ମନରେ ରହିଗଲା ସବୁ
ଦେଲାଣି ମନ ଭିଜେଇ ॥
ନୀରବତା ଆଜି ଶବ୍ଦର ସହରେ
ଗଲା ସେ ବେଦନା ଦେଇ
ବୁଝାଇ ହେଉନି ଆଜି ଏ ମନକୁ
ମିଳନ ଋତୁକୁ ଚାହିଁ ॥
[Use latest version of web browsers for better optimization & browsing experience of this website.]