
| ଶୀର୍ଷକ : | ଜୀବନ୍ତ ଶବ |
| ବିଷୟ : | ଜୀବନ୍ତ ମୁଁ ଜଳେ ମୋ ଯୁଇ ନିଶାର୍ଦ୍ଧ ରାତ୍ରୀର କୋଳେ ଅବଶୋଷ ବି ଘୃତ ଢାଳେ ନିର୍ଜୀବ ତିମିର ବଳେ । ବାଜଇ ନିନ୍ଦାର ନାଗରା ସମାଜର ତାଳେ ତାଳେ ବଢ଼ଇ ନିଃଶ୍ୱାସ ପ୍ରଶ୍ୱାସ ପୃଥ୍ବୀ ଗଲେ ନିଦ୍ରା କୋଳେ । ଅଗ୍ନି ଶେଯ ପରେ ଶୟନ ଭାଙ୍ଗନି ଆତ୍ମା ବିଶ୍ୱାସ ଜଳୁଥାଏ ପ୍ରତିଟିକ୍ଷଣ ହରିବାକୁ ନିଜ କ୍ଲେଶ । ମୋ ହୃଦ ଅସହ୍ୟ ଯନ୍ତ୍ରଣା ବୁଝେନି କେବେ ସମାଜ ତଥାପି ସାହାସ ହାରିନି ଲଢ଼ିବାକୁ ସଦା ସଜ । |
| ବିଭାଗ : | କବିତା |
| ଲେଖକଙ୍କ ନାମ : | ଟୁକୁନା ସାହୁ |
| ଠିକଣା : | At - santara palli po- kaniary । Gajam Aska Odisha India |
| ଫୋନ : | 626-918-7923 |
| ଇମେଲ : | tukunasahu623@gmail.com |
