ତୁମ ଆଜ୍ଞା ବିନୁ ପତ୍ର ହଲେ ନାହିଁ
ଏ କି ଲୀଳା ଜଗତରେ
ତୁମେ ନାଚୁ ଥାଅ ଭକତ ଇଚ୍ଛାରେ
ବଡ଼ ଦାଣ୍ଡେ ଗୁଣ୍ଡିଚାରେ ।।

ଯାହା ପାଇଁ ଖଞ୍ଜା ସାଠିଏ ପୌଟି
ଛପନ ଭୋଗ ସମ୍ଭାର,
ଦାସିଆ ନଡ଼ିଆ ବିଦୁର ର ଶାଗ
ଭଜା ଟି ପ୍ରିୟ ତାଙ୍କର।।

# ପ୍ରଦୀପ କୁମାର ପ୍ରଧାନ#
ଅଧ୍ୟାପକ, ଇଂରେଜୀ ବିଭାଗ
ଡି.ଏ.ଭି. ପବ୍ଲିକ ସ୍କୁଲ, ବ୍ରହ୍ମପୁର


ରଚନା : ପ୍ରଦୀପ କୁମାର ପ୍ରଧାନ

ଠିକଣା : ଅଧ୍ୟାପକ, ଇଂରେଜୀ ବିଭାଗ, ଡି.ଏ.ଭି. ପବ୍ଲିକ ସ୍କୁଲ, ବ୍ରହ୍ମପୁର,  ଦୂରଭାଷ : ୮୭୬୩୬୨୯୨୮୨