କବିତା - ମୁଁ ଯେ ଏକ କ୍ଷୁଦ୍ର ପତଙ୍ଗ - ପ୍ରଦୀପ କୁମାର ପ୍ରଧାନ

0
ସୁନୀଳ ଆକାଶ ବିସ୍ତୀର୍ଣ୍ଣ ବକ୍ଷରେ
ମୁଁ ଯେ ଏକ କ୍ଷୁଦ୍ର ପତଙ୍ଗ,
ଡେଣା ଝାଡ଼ି ଉଡ଼ି ବୁଲିବାକୁ ଇଚ୍ଛା
ସତେ ଅବା ମୁକ୍ତ ବିହଙ୍ଗ ।।

ବତାସ ବହିଲେ ଛିଣ୍ଡି ଯିବ ଡୋରି
ଶ୍ରୀ କର ପଲ୍ଲବେ ଲଟେଇ,
ରଖି ଥାଅ ପ୍ରଭୁ ସବୁ ଦିନ ପାଇଁଁ
ଡର ଆଉ ମୋର କିପାଇଁ ।।
 

ରଚନା : ପ୍ରଦୀପ କୁମାର ପ୍ରଧାନ

ଠିକଣା : ଅଧ୍ୟାପକ, ଇଂରେଜୀ ବିଭାଗ, ଡି.ଏ.ଭି. ପବ୍ଲିକ ସ୍କୁଲ, ବ୍ରହ୍ମପୁର,  ଦୂରଭାଷ : ୮୭୬୩୬୨୯୨୮୨

Post a Comment

0Comments
Post a Comment (0)