ନିଜକୁ ନିଜ ସହିତ
ରହିବାକୁ ହେବ ଜୀବିତ
ଅନ୍ୟ କରୁଛନ୍ତି କଣ
ଅନ୍ୟ ଭାବୁଛନ୍ତି କଣ
ଅନ୍ୟ କହୁଛନ୍ତି କଣ
ସେଥିରେ ଅଛିବା କଣ
ଆମର ଯେତିକି ଦୁଃଖ
ଅନ୍ୟର ସେତିକି ସୁୃଖ
ସାଲିସ୍ ଜୀବନ ସହିତ
କରି ରହିବା ଜୀବିତ |
ରମାକାନ୍ତ ମିଶ୍ର
ସାଲିସ୍ - ରମାକାନ୍ତ ମିଶ୍ର
August 04, 2018
0
[Use latest version of web browsers for better optimization & browsing experience of this website.]