ଓଡିଆ ସିନେମା ଇଣ୍ଡଷ୍ଟ୍ରି ଗାଡିଆ
ଛାଡି ଚାଲିଗଲେ ମୀନ
କେତନ ତାଙ୍କର ସଦା ଉଡୁଥିବ
ସିନେପ୍ରେମୀ ହୃଦ ବନ
ପ୍ରଭୁ ପତିତପାବନ
ତୁମ୍ବ ଶ୍ରୀଚରଣେ ଲୀନ ହୋଇଯାନ୍ତୁ
ଅକିଞ୍ଚନ କରେ ଧ୍ୟାନ
ବ୍ୟଙ୍ଗ ଗୋସେଇଁ ଅମ୍ଳାନ ପ୍ରହରାଜ
ନିରାକାରପୁର, ଖୋରଧା
ଓଡିଆ ସିନେମା ଇଣ୍ଡଷ୍ଟ୍ରି ଗାଡିଆ
ଛାଡି ଚାଲିଗଲେ ମୀନ
କେତନ ତାଙ୍କର ସଦା ଉଡୁଥିବ
ସିନେପ୍ରେମୀ ହୃଦ ବନ
ପ୍ରଭୁ ପତିତପାବନ
ତୁମ୍ବ ଶ୍ରୀଚରଣେ ଲୀନ ହୋଇଯାନ୍ତୁ
ଅକିଞ୍ଚନ କରେ ଧ୍ୟାନ
ବ୍ୟଙ୍ଗ ଗୋସେଇଁ ଅମ୍ଳାନ ପ୍ରହରାଜ
ନିରାକାରପୁର, ଖୋରଧା
[Use latest version of web browsers for better optimization & browsing experience of this website.]